New AC Ticket Counter Opened at Bhubaneswar (BBSR) Railway Station | MBC TV

2016/11/04 に公開
視聴回数 2,170
0
0
Looking after heavy chaos a new AC ticket counter in Bhubaneswar (BBSR) Railway Station has been opened.

SUBSCRIBE to MBC TV Here: https://goo.gl/5WRw7I

Follow MBC TV on Social Media:
Facebook: https://www.facebook.com/MBCOdisha
Twitter: https://twitter.com/MBCTVODISHA
Instagram: https://www.instagram.com/mbctv_odisha/

For More News and Videos Visit Here:
www.mbctv.co.in/

ଭୁବନେଶ୍ୱର ରେଲଓ୍ୱ ଷ୍ଟେସନରେ ଖୋଲାହେଲା ନୂତନ ଟିକେଟ୍ କାଉଣ୍ଟର . ଅଂସରକ୍ଷିତ ଏବଂ ସଂରକ୍ଷିତ କାଉଣ୍ଟର ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି . ଯେଉଁଥିପାଇଁ ଯାତ୍ରୀଙ୍କ ସୁବିଧାରେ ଅଧିକ ସହାୟକ ହେବ . ଏହାସହ ଯାତ୍ରୀଙ୍କ ଭିଡକୁ ନିୟନ୍ତ୍ରଣ କରିବାକୁ ଅଂସରକ୍ଷିତ ପାଇଁ 8ଟି ଏବଂ ସଂରକ୍ଷିତ ପାଇଁ 18 ଟି କାଉଣ୍ଟର ଖୋଲାହୋଇଛି . ଏଣିକି ରେଳରେ ଯାତ୍ରୀଙ୍କୁ ଟିକେଟ କିଣିବାକୁ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ . ନୂତନ ଭାବେ ଖୋଲାହେଲା ଦୁଇ ଦୁଇଟି ଟିକେଟ୍ କାଉଣ୍ଟର . 8 ଟି ଅସଂରକ୍ଷିତ ଟିକେଟ୍ କାଉଣ୍ଟର ଖୋଲାହେବା ସହ ତାର ପଛପାର୍ଶ୍ୱରେ ସଂରକ୍ଷିତ ଟିକେଟ କାଉଣ୍ଟର ପାଇଁ ସମୁଦାୟ 18ଟି କାଉଣ୍ଟର ରହିଛି . ଯାତ୍ରୀଙ୍କ ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକା କାଉଣ୍ଟରର ସୁବିଧା ରଖାଯାଇଛି . ସମ୍ପୁର୍ଣ୍ଣ ସଫାସୁତୁରା ସହ ଶୀତତାପ ନିୟନ୍ତ୍ରଣର ସୁବିଧା ରହିଥିବା ବେଳେ ଟିକେଟ କ୍ରୟ କରିବାବେଳେ ଅଧିକରୁ ଅଧିକ ସମୟ ଯେପରି ନ ହୁଏ ସେଥିପାଇଁ ଉନ୍ନତ କମ୍ପୁଟରିକରଣର ବ୍ୟବସ୍ଥା କରାଯାଇଛି . ଯାହାକି ଦୁରଦୁରାନ୍ତରରୁ ଆସିଥିବା ପାଇଁ ଏବେ ସୁବିଧା ହୋଇପାରିଛି ବୋଲି ଯାତ୍ରୀ କହିଛନ୍ତି . ସେହିପରି ପୂରୁଣା ଟିକେଟ୍ କାଉଣ୍ଟରରେ ଅଧିକ ସଂପ୍ରସାରଣ ନଥିବାରୁ ବହୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଥିଲା . ଏହାକୁ ଦୃଶ୍ଟିରେ ରଖି ରେଲଓ୍ୱ ଷ୍ଟେସନର କର୍ତ୍ତୃପକ୍ଷ ନୂତନ କାଉଣ୍ଟର ଖୋଲିବା ପାଇଁ ନିଷ୍ପତି ନେଇଥିଲେ . ତାହାସହ ପୂରୁଣା ପ୍ଲାଟଫର୍ମ ଟିକେଟ କେବଳ 2ଟି କାଉଣ୍ଟ ରହିଥିବା ବେଳେ ନୂତନ କାଉଣ୍ଟରେ 3ଟି ରହିଛି. ଯେଉଁଥିନେଇ ଯାତ୍ରୀଙ୍କ ସୁବିଧାରେ ଟିକେଟ୍ ପାଇପାରୁଛନ୍ତି .